ପ୍ରିୟା ପାଇଁ – ସନ୍ତୋଷ ପଟ୍ଟନାୟକ

ଲେଖକ ପରିଚୟ

ସନ୍ତୋଷ ପଟ୍ଟନାୟକ
ତିରିଡା, ବେଗୁନିଆପଡା ବ୍ଲକ, ଗଞ୍ଜାମ | ସଦ୍ୟ ପୋଷ୍ଟ

ନାସିକାର ତୁମ ନାକ ବସଣିଟା
ଲାଗେ ଭାରି ମନଲୋଭା
ସକାଳ ଦେହରେ କାକର ବିନ୍ଦୁଟା
ପାଇଥାଏ ଯେହ୍ନେ ଶୋଭା

ନିଳକଇଁ ସମ ତୁମ ତନୁ ମନ
ଚାନ୍ଦପ୍ରାୟ ଯେ ବଦନ
ବିମୋହିତ କଲା ମନଟାକୁ ମୋର
ଇଛା ମଧୁର ମିଳନ

ରାଗିବନି ଜମା ପକାଉଛି ରାଣ
ତୁମେ ମୋ’ ଜୀବନ ରେଖା
ଆଜି ଅବା କାଲି କରିବଟି ମୋତେ
ତୁମର ଜୀବନ ସଖା….


ବେଗୁନିଆପଡା଼ ବ୍ଳକ, ତିରିଡା଼, ଗଞ୍ଜାମ


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ