ମୋ ଗାଆଁ – ସନ୍ତୋଷ ପଟ୍ଟନାୟକ

ଲେଖକ ପରିଚୟ

ସନ୍ତୋଷ ପଟ୍ଟନାୟକ
ତିରିଡା, ବେଗୁନିଆପଡା ବ୍ଲକ, ଗଞ୍ଜାମ | ସଦ୍ୟ ପୋଷ୍ଟ

ସବୁଜିମା ଭରା ମୋ’ଛୋଟ ଗାଆଁ
ଗାଆଁ ନୁହେଁ ସେ ମୋଅରି ମାଆ
ତା’ ବିଲ ବଣ ନଈ ସରଗ ସମ
ପ୍ରବାସେ ଦେହ ମୋ’ ଗାଆଁରେ ମନ
ବାରି ଆମ୍ବଡାଳେ କୋଇଲିର ତାନ
ସଞ୍ଜଫେରା ସେଇ ବଇଁଶୀର ସ୍ବନ
ଅଭୁଲା ସେ ସ୍ମୃତି ଭୁଲିନି ଏ’ ମନ
ଶେଷ ଇଚ୍ଛା ସେଇ ଗାଆଁ ଶ୍ମଶାନ…


ସନ୍ତୋଷ ପଟ୍ଟନାୟକ,
ବେଗୁନିଆପଡା଼ ବ୍ଳକ, ତିରିଡା଼, ଗଞ୍ଜାମ


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ