ବେଳଥାଉଁ ପୁଣ୍ୟ ସଞ୍ଚ – ସନ୍ତୋଷ ପଟ୍ଟନାୟକ

ଲେଖକ ପରିଚୟ

ସନ୍ତୋଷ ପଟ୍ଟନାୟକ
ତିରିଡା, ବେଗୁନିଆପଡା ବ୍ଲକ, ଗଞ୍ଜାମ | ସଦ୍ୟ ପୋଷ୍ଟ

ଫେରି କି ‘ ହବ ସେ ଅତୀତକୁ ଆଉ
ମନ ଖାଲି ସିନା ଝୁରେ
ସ୍ବାର୍ଥ ସାଉଁଟିଲେ କି’ ଲାଭ ପାଇବୁ
ଭଜ ରାମକୃଷ୍ଣ ହରେ…..

ଏ ରସେ ପାଇବୁ ଅମୃତର ସ୍ବାଦ
ଜୀବନ ହୋଇବ ଧନ୍ୟ
ମରି ବି ଅମର ହୋଇବୁ ବାବୁ ତୁ’
ପୁରିବ ତୋ ମନୋସ୍କାମ….

ଅଭୁଲା ଅତୀତ ତୋତେ କନ୍ଦାଇବ
ମିଛ ଏ ଦୂନିଆଁ ମଞ୍ଚ
ଅଢ଼େଇ ଦିନର ଅଭିନୟ ଏଠି
ବେଳଥାଉ ପୁଣ୍ୟ ସଞ୍ଚ….


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ