ମୁଁ ଆଉ ସ୍ୱର୍ଗଦ୍ୱାର – ସତ୍ୟ ରଞ୍ଜନ ଦାସ

ଲେଖକ ପରିଚୟ

ସମ୍ପାଦକ - | ବ୍ଲଗ | ସଦ୍ୟ ପୋଷ୍ଟ

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

କୋଠରୀ ଭିତର ଅନ୍ଧକାର
ଦୈତ୍ୟର ଗର୍ଜନ ସ୍ବର,
ଲୋତକ ଭରା ନୟନରେ
ଧାର ଧାର ଅଶ୍ରୁ ମୋର !

କେମିତି ଦେଖାଇବି କାହାକୁ କହିବି
ଏ ନିର୍ଜନ ଯନ୍ତ୍ରଣା ର ଚିତ୍କାର,
ଚାହିଁପାରିଲେ ବି କହି ପାରେନା
ନିଜ ଲୋକ ଏବେ ପର !

ନିର୍ଲୋଭ ଭରା ଜୀବନରେ
ସେଭଗବାନ ଏକା ସାହା ମୋର
ଆଉ ବଂଚିବାକୁ ଇଚ୍ଛା ନାହିଁ,
ଶେଷ ଠିକଣା ମୋର “ସ୍ୱର୍ଗଦ୍ୱାର” !!!


କବି ସତ୍ୟରଞ୍ଜନ ଦାସ, ଦେଓକରଣ ବିଦ୍ୟାପୀଠ
ଲାଠିକଟା, ସୁନ୍ଦରଗଡ, ମୋ: ୯୦୯୦୭୪୦୫୦୧


HTML tutorial

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ