ମୁଁ ଆଉ ସ୍ୱର୍ଗଦ୍ୱାର – ସତ୍ୟ ରଞ୍ଜନ ଦାସ
ଲେଖକ ପରିଚୟ
ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।
କୋଠରୀ ଭିତର ଅନ୍ଧକାର
ଦୈତ୍ୟର ଗର୍ଜନ ସ୍ବର,
ଲୋତକ ଭରା ନୟନରେ
ଧାର ଧାର ଅଶ୍ରୁ ମୋର !
କେମିତି ଦେଖାଇବି କାହାକୁ କହିବି
ଏ ନିର୍ଜନ ଯନ୍ତ୍ରଣା ର ଚିତ୍କାର,
ଚାହିଁପାରିଲେ ବି କହି ପାରେନା
ନିଜ ଲୋକ ଏବେ ପର !
ନିର୍ଲୋଭ ଭରା ଜୀବନରେ
ସେଭଗବାନ ଏକା ସାହା ମୋର
ଆଉ ବଂଚିବାକୁ ଇଚ୍ଛା ନାହିଁ,
ଶେଷ ଠିକଣା ମୋର “ସ୍ୱର୍ଗଦ୍ୱାର” !!!
କବି ସତ୍ୟରଞ୍ଜନ ଦାସ, ଦେଓକରଣ ବିଦ୍ୟାପୀଠ
ଲାଠିକଟା, ସୁନ୍ଦରଗଡ, ମୋ: ୯୦୯୦୭୪୦୫୦୧
