ଅନୁରାଗୀ – ପବିତ୍ର କୁମାର ନାୟକ

ଲେଖକ ପରିଚୟ

ସମ୍ପାଦକ - | ବ୍ଲଗ | ସଦ୍ୟ ପୋଷ୍ଟ

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ଯେଉଁ କାଗଜରେ ଲେଖୁଥିଲି ଚିଠି
ସ୍ମୃତିକୁ ସାଉଁଟି ଦିନେ…….!
ପାଉ ନାହିଁ ସେହି ସାଇତା କାଗଜ
ଦେଖୁନି ଆଉ ସପନେ…….!

ଆଶା ଅସୁମାରୀ ଯାଇଛି ସେ ମରି
ପ୍ରୀତି ପାରାବାର ସୁପ୍ତ……!
ସିଞ୍ଚିବକି ତମେ ପୀରତିର ବାରି
ଜୀବନ ମୋ ଅଭିଶପ୍ତ…..!

ବୁଝୁନାହିଁ ମନ ସେ ପୁରୁଣା ଦିନ
ଆଜିବି ପଡୁଛି ମନେ…..!
ଅଭିଶପ୍ତ ସାଜି ପ୍ରେମର ସଉଦା
କରୁଛି ନିତି ଗୋପନେ…..!


ପବିତ୍ର କୁମାର ନାୟକ, କେଲୁଆପଲ୍ଲୀ, ଗଞ୍ଜାମ


HTML tutorial

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ