କାହ୍ନା ସଦା ରାଧା ପାଇଁ – ସନ୍ତୋଷ ପଟ୍ଟନାୟକ

ଲେଖକ ପରିଚୟ

ସନ୍ତୋଷ ପଟ୍ଟନାୟକ
ତିରିଡା, ବେଗୁନିଆପଡା ବ୍ଲକ, ଗଞ୍ଜାମ | ସଦ୍ୟ ପୋଷ୍ଟ

ଉଛୁଳି ଉଠିଲା ମନ ବୃନ୍ଦାବନ
ବ୍ୟାକୁଳେ ରାଧିକା ମନ
ପ୍ରୀତିରେ ନିମଗ୍ନ ହେଲେ ଶ୍ୟାମଘନ
କରି ପ୍ରୀତି ଆଲିଙ୍ଗନ….

ସଞ୍ଜ ନଇଁଲାଣି ଜହ୍ନ ହସିଲାଣି
ଗୁମାନ ଭାଙ୍ଗଗୋ ରାଇ
କୁଞ୍ଜବନେ ବହେ ଶୀତଳ ସମୀର
ଅସ୍ଥିର ହୁଅ କିମ୍ପାଇଁ….

ମାନ ଅଭିମାନ ତେଜହେ ବହନ
ପ୍ରୀତିର ସୁମନ ନେଇ
ପିରତୀ ଚୁମ୍ବନେ ମନ ମୋହି ନେବି
କାହ୍ନା ସଦା ତୁମପାଇଁ…..


ସନ୍ତୋଷ ପଟ୍ଟନାୟକ, ତିରିଡା, ବେଗୁନିଆପଡା, ଗଞ୍ଜାମ


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ