ପ୍ରୀତିରଙ୍ଗେ ହେବା ମାଖି – ସନ୍ତୋଷ ପଟ୍ଟନାୟକ

ଲେଖକ ପରିଚୟ

ସନ୍ତୋଷ ପଟ୍ଟନାୟକ
ତିରିଡା, ବେଗୁନିଆପଡା ବ୍ଲକ, ଗଞ୍ଜାମ | ସଦ୍ୟ ପୋଷ୍ଟ

ସ୍ମୃତି ରାଇଜରୁ ଫଗୁଣ ଆସିଛି
ରଙ୍ଗର ସମ୍ଭାର ଧରି
ପ୍ରେମ ପରବରେ ସବୁ ମନଧାରେ
ବରଷିବ ସ୍ନେହ ବାରି…..

ମନେରଖି ଆଶା ରଖିବା ଭରଷା
ପ୍ରୀତିରଙ୍ଗ ହେବା ମାଖି
ସରସ ଜୀବନେ ଭିଜାଇବା ମନ
ରାଧାକୃଷ୍ଣ କରି ସାକ୍ଷୀ…..

ହିଂସା ଦ୍ବେଷ ଭୂଲି ଗାଆଁ ଦାଣ୍ଡେ ବୁଲି
ଖେଳିବା ରଙ୍ଗ ଅବିରେ
ହସି ହସାଇବା ସୁଖ ସାଉଁଟିବା
ଫଗୁଣର ପ୍ରୀତିଧାରେ…..


ସନ୍ତୋଷ ପଟ୍ଟନାୟକ, ତିରିଡା, ବେଗୁନିଆପଡା, ଗଞ୍ଜାମ


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ