କଣ କଲା ସେ – ସତ୍ୟ ରଞ୍ଜନ ଦାସ

ଲେଖକ ପରିଚୟ

ସମ୍ପାଦକ - | ବ୍ଲଗ | ସଦ୍ୟ ପୋଷ୍ଟ

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ରାଗ ତମ ତମ ତୁମ ଚାହାଣୀ
ଭାରି ଭଲ ଲାଗେ ମତେ କେଜାଣି
ଆଖିରେ ଆଖି ମିଶେଇ କହୁଚ
ମୁଁ ତମକୁ ଭଲ ପାଏନି !!

କେଡେ ସୁନ୍ଦର ତୁମ ହିଲ,
ଲାଗୁଛି ଦେଇନ ବିଲ
ଦୋକାନୀ ଭାଇକୁ ପ୍ରେମିକ ସଜେଇ
କରୁଛ ତା କାରବାର ନାଲି !!!

ଗ୍ରୀଷ୍ମର ତାତି ଖରା
ଓଠ ତୁମ ମଧୁ ଝରା
ସିନ୍ଦୁର ନାଇଛ ମଠେଇ ଚାଲୁଛ
ହାତରେ ଧରି ଗରା !!

ଧନ୍ୟ ହେ ଇଶ୍ୱର
ଏ ସୃଷ୍ଟି ତୁମର
ଆଶ୍ଚର୍ଯ୍ୟରେ ମନ ଚଙ୍ଗ ଚଙ୍ଗ
ଶେଷରେ କଲ ସର୍ବନାଶ ମୋର


କବି ସତ୍ୟରଞ୍ଜନ ଦାସ, ଦେଓକରଣ ବିଦ୍ୟାପୀଠ, ଲାଠିକଟା, ସୁନ୍ଦରଗଡ
ମୋବାଇଲ: ୯୦୯୦୭୪୦୫୦୧


HTML tutorial

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ