ତୁମେ – ମହାଗାଲୁଆ ସନୁ

ଲେଖକ ପରିଚୟ

ସମ୍ପାଦକ - | ବ୍ଲଗ | ସଦ୍ୟ ପୋଷ୍ଟ

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ମହାଗାଲୁଆ ସନୁ
ଗୁଣୁପୁର, ରାୟଗଡ଼ା

ମନେ ପଡେ କଥା ସେ ଦିନର,
କଥା ହେଇଥିଲା ତୁମର ମୋର
ଆରମ୍ଭ କରିଥିଲେ ନୁଆଁ ସମ୍ପର୍କ ଆମର ।।

ଋତୁ ଆସି ଋତୁ ଚାଲି ଗଲେଣି,
ହେଲେ ରହି ଯାଇଛି ଯାହା,
ଖାଲି ତୁମ ସହ ସ୍ମୃତି ହାତ ଗଣି ।।

କିଛି ଦିନର ସେ ତୁମେ ସଖୀ,
ମନରେ ଭାବନା ଯୋଖି,
ଚାଲି ଗଲ ବହୁ ଦୂର ପାରୁନି ଦେଖି ।।

କିବା ଦୋଷ ଥିଲା କି ଅଭିମାନ,
କହି ଦେଇଥାନ୍ତ ଥରେ ମୁହଁ ଖୋଲି,
ଏବେ ବି ମନ କରେ ପ୍ରେମ ନିବେଦନ ।।


HTML tutorial

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ