ଜୀବନ ମୃତ୍ୟୁ – ବରଦା ପ୍ରସାଦ ରଥ

ଲେଖକ ପରିଚୟ

ସମ୍ପାଦକ - | ବ୍ଲଗ | ସଦ୍ୟ ପୋଷ୍ଟ

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ବରଦା ପ୍ରସାଦ ରଥ, ରାୟଗଡା

ପ୍ରଥମରୁ କହିଥିଲି………
ତୁମେ ମୋର ସବୁଠାରୁ ଭଲ
ଜାଣେ, କେବେ ହେବନି………
ମୋ ପାଇଁ ତୁମେ କାଶତଣ୍ଡି ଫୁଲ !
ପଚାରିଲ ପ୍ରଶ୍ନ ….?
ଦିନେ କଣ ଅଛି ତୁମ ମନରେ ଆବେଗ… ।
ଇଚ୍ଛା ନଥିଲେ ବି କହିବାକୁ ବାଧ୍ୟ ହେଲି,
ସମୟ ଦେଲା ମୋତେ ସୁବର୍ଣ୍ଣ ସୁଯୋଗ ।
ବାଧ୍ୟ ମୋତେ କରିଥିଲା ବିଧି,
କିନ୍ତୁ, କିଛି ସମୟପରେ……
ଦେଲା ସତ୍ୟର ସମାଧି ।
ଜୀବନଟା ସମର୍ପଣ କରିହୁଏ…..
ତାହାକୁ… ଯିଏ ବୁଝିଥାଏ ଜୀବନର ମୂଲ୍ୟ
ଏହା ଥିଲା, ହୃଦୟର ଦିବ୍ୟ ଆକର୍ଷଣ
ଭୁଲ ବୁଝିବନି କେବେ,
ଥିବାଯାଏ ମୋର ମୃତ୍ୟୁର ନିମନ୍ତ୍ରଣ ।


HTML tutorial

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ