ବିଦାୟୀ ବେଳାରେ ସତର – ସନ୍ତୋଷ ପଟ୍ଟନାୟକ

ଲେଖକ ପରିଚୟ

ସନ୍ତୋଷ ପଟ୍ଟନାୟକ
ତିରିଡା, ବେଗୁନିଆପଡା ବ୍ଲକ, ଗଞ୍ଜାମ | ସଦ୍ୟ ପୋଷ୍ଟ

ସନ୍ତୋଷ ପଟ୍ଟନାୟକ
ତିରିଡା, ବେଗୁନିଆପଡା, ଗଞ୍ଜାମ

ହୃଦୟର ପାଠ ବୁଝନ୍ତିନି ଶଠ
ପେଟ ଖୋଜେନାହିଁ ବିଷ,
ଦୁଃଖ ଖୋଜୁଥିବ ସୁଖଟାକୁ ନିତି
ପ୍ରଭୁଙ୍କୁ ମାଗି ଆଶିଷ…..

ଜୀବନ ପଥରେ ରାତ୍ରିର ଅନ୍ଧାରେ
ବିତି ବିତି ଗଲା ଦିନ
ସତର ଆସିଛି ବିଦାୟୀ ବେଳାରେ
ହିଂସା କର ଅବସାନ…..

ସମୟ ଏମିତି ଚାଲିଛି ଚାଲିବ
ବୟସର ହେବ ଅନ୍ତ
କିଏ ବା ଜାଣିଛି ନୀୟତି ନିହିଛି
କେମିତି ଏ ଭବିଷ୍ୟତ !!!


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ