କବିତା – ତୋ ଓଠର ଧାରେ ମିଠା ହସ – ଅଧ୍ୟାପକ ପ୍ରଦୀପ କୁମାର ପ୍ରଧାନ
ଲେଖକ ପରିଚୟ
ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ତୋ ଓଠର ଧାରେ ମିଠା ହସ
ମୋ ହାତରେ ଚାନ୍ଦ ଦେଇ ପାରେ,
ତୋ ଆଖିର ଦୁଇ ଟୋପା ଲୁହ
ମୋ ରାଇଜେ ବନ୍ୟା ଆଣି ପାରେ ।।
ତୁ ଯଦି ଥାଉ ମୋର ପାଶେ
ମୋତେ ସବୁ କିଛି ମିଳି ଯାଏ,
ତୋ ବିନା ଖାଲି ଖାଲି ସବୁ
ଫୁଲ ସବୁ କଣ୍ଟା ହୋଇ ଯାଏ।।
ରଚନା : ପ୍ରଦୀପ କୁମାର ପ୍ରଧାନ
ଠିକଣା : ପି.ଜି.ଟି., ଇଂରେଜୀ, ଡି.ଏ.ଭି. ପବ୍ଲିକ ସ୍କୁଲ, ବ୍ରହ୍ମପୁର, ଦୂରଭାଷ : ୮୭୬୩୬୨୯୨୮୨
