ବିଶ୍ଵାସ ଟିକିଏ ପାଇଁ

ଲେଖକ ପରିଚୟ

ସମ୍ପାଦକ - | ବ୍ଲଗ | ସଦ୍ୟ ପୋଷ୍ଟ

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

କିରଣ ମନୀଷା ମହାନ୍ତି
ରେଞ୍ଚ, ଡେଲାଙ୍ଗ, ପୁରୀ

ବିଶ୍ଵାସ ଝୁଣ୍ଟିଛି ବାରମ୍ବାର
ତୁମ ପ୍ରେମର ସେଇ
ଷଡଯନ୍ତ୍ରର ରାସ୍ତାରେ
ମୋର ସବୁ ଓହଳା ସ୍ଵପ୍ନକୁ
ଅଳନ୍ଦୁ ପରି ଛିଡାଇ ନେଇ
ତୁମେ ଫିଙ୍ଗି ଆସିଛ ଯେଉଁ ଦିନୁ
କେଉଁ ଦୁର୍ବଳ ମୁହୂର୍ତ୍ତରେ
ସେ ଦିନୁ ସେ
ବଞ୍ଚିବାର ରାସ୍ତା ନେଇ କାନ୍ଦୁଛି
କାହିଁ ଦୂରରେ
କରୁଣ କାନ୍ଦଣାର ସ୍ଵରରେ
ବିଶ୍ଵାସ ଟିକିଏ ପାଇଁ ॥


HTML tutorial

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ