ଲକ୍ଷ୍ମୀପୂଜା – ଢେଙ୍କାନାଳ

ଲେଖକ ପରିଚୟ

ସମ୍ପାଦକ - | ବ୍ଲଗ | ସଦ୍ୟ ପୋଷ୍ଟ

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ଓଡିଶାର ସଂସ୍କୃତି ମାନଚିତ୍ରରେ ଢେଙ୍କାନାଳର ଗଜଲକ୍ଷ୍ମୀ ପୂଜା ଏକ ସ୍ଵତନ୍ତ୍ର ସ୍ଥାନ ଅଧିକାର କରି ଆସିଛି । ପ୍ରତ୍ୟେକ ବର୍ଷ ପବିତ୍ର କୁମାର ପୂର୍ଣ୍ଣମୀ ଅବସରରେ ଏଗାର ଦିନ ଧରି ଏହି ପୂଜା ଅନୁଷ୍ଠିତ ହୋଇଥାଏ । ୧୯୨୩ ମସିହାରେ ପ୍ରଥମ କରି ଢେଙ୍କାନାଳର କୁଞ୍ଜସାହୁ ଛକରେ ଅନୁଷ୍ଠିତ ହୋଇଥିଲା ଯାହାକି ବର୍ତ୍ତମାନର ଗଣେଶ ବଜାର ନାମରେ ପରିଚିତ । ପରବର୍ତ୍ତୀ ସମୟରେ ଢେଙ୍କାନାଳ ସହରର ଅନ୍ୟାନ୍ୟ ସ୍ଥାନ ମାନଙ୍କରେ ଏହି ପୂଜା ପାଳିତ ହୋଇ ଆସୁଅଛି । ସମଗ୍ର ଢେଙ୍କାନାଳ ସହର ବିଭିନ୍ନ ପୂଜା ମଣ୍ଡପ ଓ ଆଲୋକ ମାଳାରେ ସୁସଜ୍ଜିତ ହୋଇଥାଏ । ଏହା ଓଡିଶାର ସବୁଠାରୁ ପ୍ରସିଦ୍ଧ ଲକ୍ଷ୍ମୀପୂଜା ଅଟେ ।

ଓଡିଶା ପ୍ରସିଦ୍ଧ ଲକ୍ଷ୍ମୀପୂଜା, ଢେଙ୍କାନାଳ – ଫଟୋ : ଅନୁପ କୁମାର ରାଉତ, ସି-୬, ଆଇ.ଆର.ସି. ଭିଲେଜ, ଭୁବନେଶ୍ଵର


HTML tutorial

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ