ଏଇ କ’ଣ ଜୀବନ ? – ପ୍ରସନ୍ନଜିତ ସାହୁ

ଲେଖକ ପରିଚୟ

ପ୍ରସନ୍ନଜିତ ସାହୁ
ମହିଷାମୁଣ୍ଡା, ନାଉଗାଁ ହାଟ, ଜଗତସିଂହପୁର | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ପ୍ରସନ୍ନଜିତ ସାହୁ
ନାଉଗାଁ, ଜଗତସିଂହପୁର

ଜୀବନ ନଈରେ
ଦଦରା ନାଆରେ
ଜୀବନ କ’ଣ ସିଏ ଜାଣିଛି
ଯିଏ ପ୍ରତି ମୁହୂର୍ତ୍ତରେ ଯନ୍ତ୍ରଣାରେ ଜଳୁଛି,

ଅଙ୍କାବଙ୍କା ଖାଲଖମା ରାସ୍ତାରୁ
ରାଜପଥ ଯାଏ
ଖାଲି ଯନ୍ତ୍ରଣାର କୁହେଳିକା
ଆଉ ଦରଭିଜା ଆଖି ଲୁହର ବନ୍ୟା ।

ଦରଦି ହୃଦୟ ଆଜି ଦରଭଙ୍ଗା
ଆଉ ଆଖି ଆଞ୍ଜୁଳେ ଲୁହରେ
ସବୁଠି ଅଶାନ୍ତି ଆଉ କଷଣ
ଏଇ କ’ଣ ଜୀବନ ???


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ