ଏ ଧରାପୃଷ୍ଠରେ ଜଗତଜନନୀ

ଲେଖକ ପରିଚୟ

ସମ୍ପାଦକ - | ବ୍ଲଗ | ସଦ୍ୟ ପୋଷ୍ଟ

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ପ୍ରଶାନ୍ତ ମହାପାତ୍ର
ରମାବିଲି, ଜଙ୍କିଆ, ଖୋର୍ଦ୍ଧା

ମହିଷାମର୍ଦ୍ଦିନୀ ମାଆ
ଦୁର୍ଗାଙ୍କ ଆଗମନରେ…
ଅଧର୍ମ ଉପରେ ଧର୍ମର…
ଅସତ୍ୟ ଉପରେ ସତ୍ୟର…
ହିଂସା ଉପରେ ଶାନ୍ତିର…
ଅନ୍ୟାୟ ଉପରେ ନ୍ୟାୟର
ଏଵଂ,,,
ଅସୁରତ୍ଵ ଉପରେ ଦେବତ୍ୱର
ବିଜୟ ହେଉ…
ମା ଦୁର୍ଗାଙ୍କ କରୁଣା ଓ ଆଶୀର୍ବାଦ
ସଦା ଆପଣଙ୍କ ଓ ଆପଣଙ୍କ ପରିବାର ଉପରେ ରହିଥାଉ..
ଆପଣଙ୍କ ଭଲପାଇବା
ସଦା ଏମିତି ଥାଉ…
ଆପଣଙ୍କ ଜୀବନର ପ୍ରତିଟି କ୍ଷଣ
ମଙ୍ଗଳମୟ ହେଉ…
ଏତିକି କାମନା…


HTML tutorial

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ