ମୁଁ ଆଉ ତୁ

ଲେଖକ ପରିଚୟ

ସନ୍ତୋଷ ପଟ୍ଟନାୟକ
ତିରିଡା, ବେଗୁନିଆପଡା ବ୍ଲକ, ଗଞ୍ଜାମ | ସଦ୍ୟ ପୋଷ୍ଟ

ସନ୍ତୋଷ ପଟ୍ଟନାୟକ
ତିରିଡା, ବେଗୁନିଆପଡ଼ା, ଗଞ୍ଜାମ

ଗୋଧୂଳି ବେଳର ସୂର୍ଯ୍ୟାସ୍ତ ପରେ’ମୁଁ
ନିରୋଳା ନିଦର ସ୍ୱପ୍ନ….
ଶରତ ଶିଶିରେ ଜହ୍ନ ଆଲୁଅରେ
ତୁମେ ଏକ ସ୍ମୃତିଚିହ୍ନ…..
ନିକାଞ୍ଚ ରାଜ୍ୟର ମନ ଇଲାକାରେ
ବାଦଶାହ ଟିଏ ମୁଁ …..
ଚାନ୍ଦିନୀ ରାତିରେ ମୋ ଭାଗ୍ୟାକାଶେ
ଅଳିକ ଅତୀତ ତୁ …..


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ