ମଦ ପିଇ ଡେଲି ଡେଲି

ଲେଖକ ପରିଚୟ

ସମ୍ପାଦକ - | ବ୍ଲଗ | ସଦ୍ୟ ପୋଷ୍ଟ

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ମହାଗାଲୁଆ ସନୁ
ରାୟଗଡା, ଗୁଣପୁର
ଇମେଲ- skmahanty98@gmail.com

ମଦ ପିଇ ଡେଲି ଡେଲି ମଦ ପିଇ,
ଆଗ ମିଳୁ ଥିଲା ରାସ୍ତା କଡରେ ,
ଏବେ ମିଳୁଛି ଗାଁ ପାଖରେ,
ବୁଦା ମୂଳେ ବସି,
ଚାଖଣାକୁ ଦେଶୀ ଖାସୀ,
ଆସ ଗାଁ ଭାଇ ମିଶି,
ନଗେଇ ପିଇବା ନେଇ ଇଲିସି,
ମଦ ପିଇ ଡେଲି ଡେଲି ମଦ ପିଇ,
ଆଗେ ଲେଖା ଥିଲା ଗାଁ ଭାଗବତ ଘର,
ଏବେ ହବ ସେଠି ମଦ ପ୍ରଚାର,
ପଖାଳ ନଖାଇ ଆ ନରିଆ ଭାଇ କରିବା ହାଲା,
ଡେଲି କରିବା ପିଇକି ଫୁଲ ବୋବଲା…


HTML tutorial

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ