ହେ ପ୍ରଭୁ !

ଲେଖକ ପରିଚୟ

ସନ୍ତୋଷ ପଟ୍ଟନାୟକ
ତିରିଡା, ବେଗୁନିଆପଡା ବ୍ଲକ, ଗଞ୍ଜାମ | ସଦ୍ୟ ପୋଷ୍ଟ

ସନ୍ତୋଷ ପଟ୍ଟନାୟକ
ତିରିଡା, ବେଗୁନିଆପଡା, ଗଞ୍ଜାମ

ଷୋଡଶୀ ମାୟାରେ ହୋଇଗଲି ବାଇ
ନାହିଁ ଧନ ସନମାନ
ଷୋଳନାମ ତୋର ମନେ ନାହିଁ ମୋର
ମହାମୂର୍ଖ ମୁଁ ଅଜ୍ଞାନ….

ମନ୍ତ୍ର, ଯନ୍ତ୍ର, ତନ୍ତ୍ର ନ’ଜାଣଇ କିଛି
ଧିକ ମୋ ପତିତ ପ୍ରାଣ
ପ୍ରାଣ ଯିବା ଆଗୁ ଭଜିଲି ଶ୍ରୀହରି
ସାହା ତୁ ଚକାନୟନ….


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ