କବିତା – ଶିଶୁ ଶ୍ରମିକ – ସନ୍ତୋଷ ପଟ୍ଟନାୟକ

ଲେଖକ ପରିଚୟ

ସନ୍ତୋଷ ପଟ୍ଟନାୟକ
ତିରିଡା, ବେଗୁନିଆପଡା ବ୍ଲକ, ଗଞ୍ଜାମ | ସଦ୍ୟ ପୋଷ୍ଟ
ଜୀବନ ଜୀବିକା ଅସହାୟ ଏଠି
ବାଟ ଓଗାଳୁଛି ଜାତି
ଆଶା ସ୍ବପ୍ନ ସବୁ ମରିମରି ଯାଏ
ଭିଷଣ ଏ ପରିସ୍ଥିତି
ବଞ୍ଚିବାର ମୋହ ଘାରୁଚି ସଭିଙ୍କୁ
ଦାନା ପାଇଁ ସର୍ବେ ବ୍ୟସ୍ତ
ଶ୍ରମିକ ନହୋଇ ଶିଶୁଟି ପଢ଼ିଲେ
ଦୁର୍ଦିନ ହୁଅନ୍ତା ଅସ୍ତ…..

ସନ୍ତୋଷ ପଟ୍ଟନାୟକ, ଗଞ୍ଜାମ  ।


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ