ଭୋଦୁଅ ବରଷା

ଲେଖକ ପରିଚୟ

ସନ୍ତୋଷ ପଟ୍ଟନାୟକ
ତିରିଡା, ବେଗୁନିଆପଡା ବ୍ଲକ, ଗଞ୍ଜାମ | ସଦ୍ୟ ପୋଷ୍ଟ

ସନ୍ତୋଷ ପଟ୍ଟନାୟକ
ତିରିଡା, ବେଗୁନିଆପଡା, ଗଞ୍ଜାମ

ନିରାଶ ନିଦାଘ ରଚିଥିଲା ଦାଗ
ଅସହ୍ୟ ଯନ୍ତ୍ରଣା ଦେଇ
ହୃଦ ମଧୁବନ ଶିହରି ଉଠିଲା
ବରଷାର ସ୍ୱର୍ଶ ପାଇ….

ଶ୍ରାବଣ ବରଷା ଭରଷା ନଥିଲା
ଭୋଦୁଏ ଦେଲା ଭିଜେଇ,
ଆକାଂକ୍ଷା ଆକାଶୁ ଅସରାଏ ମେଘ
ମନଗ୍ଳାନି ଦେଲା ଧୋଇ….


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ