ନୋ ପୋବଲେମ ଭାଇ

ଲେଖକ ପରିଚୟ

ବ୍ୟଙ୍ଗ ଗୋସେଇଁ ଅମ୍ଳାନ ପ୍ରହରାଜ
ନିରାକାରପୁର, ଖୋରଧା | ସଦ୍ୟ ପୋଷ୍ଟ

ହିନ୍ଦୀ’ଟା କୁଆଡେ ରାଷ୍ଟ୍ରଭାଷା ବୋଲି
ନେଖା ପିଲାଙ୍କର ବହି
ହିନ୍ଦୀ ନଜାଣିଲେ ସାଂସଦ ବନିବା
ନୋ ପୋବଲେମ ଭାଇ
ନୋକେ ହୋନ୍ତି କୁହାକୁହି
ସତରେ କଅଣ ତଥାଗତ ନାନା
ହିନ୍ଦୀ’ଟା ବୁଝନ୍ତି ନେଇଁ

ବ୍ୟଙ୍ଗ ଗୋସେଇଁ ଅମ୍ଳାନ ପ୍ରହରାଜ
ନିରାକାରପୁର, ଖୋରଧା


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ