ବଣମଲ୍ଲୀର ମହକ – ରୀତା ଅପରାଜିତା ମହାନ୍ତି

ଫୁଲର ଆଦର ସବୁଠି
ରାଜଦ୍ଵାରରୁ ଶ୍ମଶାନ ଯାଏ
ସବୁଠି ତାକୁ ଖୋଜାପଡେ
ନବବଧୂର ଗଭାର ଗଜରାରେ
ସେ ଭାରି ମନଲୋଭା ଲାଗେ
କେତେବେଳେ ବୀର ସୈନିକଙ୍କ କବରରେ… ।
ହେଲେ ଏମିତି କିଛି ଫୁଲ ଅଛି
ଭାରି ସୁନ୍ଦର ବାସ୍ନାଭରା
ସେ ସେମିତି ବଣରେ ଫୁଟି
ସେଇଠି ଅକାଳରେ ଝରିପଡେ… ।
ସେଇ ପ୍ରତିଭା ମାନଙ୍କୁ
ବଣମଲ୍ଲୀର ମହକ ଇ-ପତ୍ରିକା
ଲୋକ ଲୋଚନକୁ ଆଣେ
ଦେଶ ବିଦେଶରେ ଓଡିଆ ସାହିତ୍ୟକୁ
ନୂଆ ମାଇଲ ଖୁଣ୍ଟରେ ପହଞ୍ଚାଇ ପାରେ…,
ଏ ପ୍ରୟାସରେ ସହଭାଗୀ ସମସ୍ତଙ୍କୁ
ଜଗନ୍ନାଥ ସହାୟ ହୁଅନ୍ତୁ…,
ସେମାନେ ସାହିତ୍ୟ ରଥକୁ
ଏମିତି ଆଗେଇ ନିଅନ୍ତୁ… ।
ରାଜଦ୍ଵାରରୁ ଶ୍ମଶାନ ଯାଏ
ସବୁଠି ତାକୁ ଖୋଜାପଡେ
ନବବଧୂର ଗଭାର ଗଜରାରେ
ସେ ଭାରି ମନଲୋଭା ଲାଗେ
କେତେବେଳେ ବୀର ସୈନିକଙ୍କ କବରରେ… ।
ହେଲେ ଏମିତି କିଛି ଫୁଲ ଅଛି
ଭାରି ସୁନ୍ଦର ବାସ୍ନାଭରା
ସେ ସେମିତି ବଣରେ ଫୁଟି
ସେଇଠି ଅକାଳରେ ଝରିପଡେ… ।
ସେଇ ପ୍ରତିଭା ମାନଙ୍କୁ
ବଣମଲ୍ଲୀର ମହକ ଇ-ପତ୍ରିକା
ଲୋକ ଲୋଚନକୁ ଆଣେ
ଦେଶ ବିଦେଶରେ ଓଡିଆ ସାହିତ୍ୟକୁ
ନୂଆ ମାଇଲ ଖୁଣ୍ଟରେ ପହଞ୍ଚାଇ ପାରେ…,
ଏ ପ୍ରୟାସରେ ସହଭାଗୀ ସମସ୍ତଙ୍କୁ
ଜଗନ୍ନାଥ ସହାୟ ହୁଅନ୍ତୁ…,
ସେମାନେ ସାହିତ୍ୟ ରଥକୁ
ଏମିତି ଆଗେଇ ନିଅନ୍ତୁ… ।
ରୀତା ଅପରାଜିତା ମହାନ୍ତି
ପ୍ଳଟ ନଂ- ୮୩-ସି, ଆମ୍ରପଲ୍ଲୀ,
ଶୈଳଶ୍ରୀବିହାର, ଭୁବନେଶ୍ଵର
ଦୂରଭାଷ – ୯୩୩୮୫୮୪୮୫୭
ପ୍ଳଟ ନଂ- ୮୩-ସି, ଆମ୍ରପଲ୍ଲୀ,
ଶୈଳଶ୍ରୀବିହାର, ଭୁବନେଶ୍ଵର
ଦୂରଭାଷ – ୯୩୩୮୫୮୪୮୫୭
