ମେଣ୍ଢା ମାଇଲା କିଏ ?

ଲେଖକ ପରିଚୟ

ବ୍ୟଙ୍ଗ ଗୋସେଇଁ ଅମ୍ଳାନ ପ୍ରହରାଜ
ନିରାକାରପୁର, ଖୋରଧା | ସଦ୍ୟ ପୋଷ୍ଟ

ନିଆଳିରେ କିଏ ମେଣ୍ଢା ମାରୁଅଛି
ଏ ଯାଏଁ ପଡିନି ଜଣା
ମେଣ୍ଢା ମରା ହିଟ ଆଲବମ ଗୀତ
କାଲା କଲା କାନ ଠଣା
ବଣୁଆ ବିଭାଗ କଣା
ହେଟା ନା ସେଇଟା ରାମଶିଆଳ ଟା
ସରୁନେଇଁ ଗବେଷଣା

ବ୍ୟଙ୍ଗ ଗୋସେଇଁ ଅମ୍ଳାନ ପ୍ରହରାଜ
ନିରାକାରପୁର, ଖୋରଧା


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ