ମଦ ପଡିଗଲା ବାଦ

ଲେଖକ ପରିଚୟ

ବ୍ୟଙ୍ଗ ଗୋସେଇଁ ଅମ୍ଳାନ ପ୍ରହରାଜ
ନିରାକାରପୁର, ଖୋରଧା | ସଦ୍ୟ ପୋଷ୍ଟ

ରାତି ପାଇଗଲେ GST ନାଗିବ
ଛତି ହୁଏ ଧକଧକ
କା’ଦର ଖସିବ କା’ଦର ଉଠିବ
କିଏ ମୋଡି ଦେବ ବେକ
ମଦୁଆ କରନା ଦୁଃଖ
ତମ ଦରବଟା GST ରୁ ବାଦ
ଶୁଣୁଥେଲି ମନ୍ତ୍ରୀ ମୁଖ

ବ୍ୟଙ୍ଗ ଗୋସେଇଁ ଅମ୍ଳାନ ପ୍ରହରାଜ
ନିରାକାରପୁର, ଖୋରଧା


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ