କଳିଯୁଗ ସୁନ୍ଦରୀଙ୍କୁ ସାବଧାନ

ଲେଖକ ପରିଚୟ

ସମ୍ପାଦକ - ବଣମଲ୍ଲୀର ମହକ | ବ୍ଲଗ | ସଦ୍ୟ ପୋଷ୍ଟ

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ଆର ସାହି ଝିଅ ମାମିନା,
କଥା କଥାକେ ଡାକେ ଭାଇନା
ମୁହଁରେ ବାନ୍ଧି କପଡା,
ସ୍କୁଟିରେ ଯାଏ ଫୁସ କିନା…
ସବୁ ଟୋକାଙ୍କୁ କରି ଭ୍ରାତା,
ଭୂତେଇ ଭାତେଇ ଟାଣେ ପଇସା
ଭାବିଥିଲା ମତେ କରି ମେଣ୍ଢା,
ସୁବିଧା ଦେଖି କରିବ ଲଣ୍ଡା…
ବୁଝିଥିଲି ମୁଁ ତା’ର ସବୁଭାଷା,
ରକ୍ଷାକଲେ ସେହି ପଣ୍ଡୁ ସଖା…

ବ୍ୟଙ୍ଗକାର ସନ୍ତୋଷ ପଟ୍ଟନାୟକ
ବେଗୁନିଆପଡା, ଗଞ୍ଜାମ


HTML tutorial

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ