ହଜିଗଲା ଆମ ସାଧବ ବୋହୁ

ଲେଖକ ପରିଚୟ

ବ୍ୟଙ୍ଗ ଗୋସେଇଁ ଅମ୍ଳାନ ପ୍ରହରାଜ
ନିରାକାରପୁର, ଖୋରଧା | ସଦ୍ୟ ପୋଷ୍ଟ

ସାଧବ ବୋହୁ ଲୋ କେଣେ ଲୁଚିଗଲୁ
ଖୋଜି ବିତିଗଲା ରଜ,
କେତେ ବୁଲୁଥିଲୁ ଘାସ ଗାଲିଚାରେ
ନୂଆ ହୋଇ ସଜବାଜ,
ଅମଣିଷ ମାନେ ହେଜ,
ପୋକମରା ବିଷ ଜ୍ଵାଳାରେ ତାଆର
ବଂଉଶ ବୁଡିଚି ଆଜ ।

ବ୍ୟଙ୍ଗ ଗୋସେଇଁ ଅମ୍ଳାନ ପ୍ରହରାଜ
ନିରାକାରପୁର, ଖୋରଧା


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ