ଅଭିମାନ

ଲେଖକ ପରିଚୟ

ସମ୍ପାଦକ - | ବ୍ଲଗ | ସଦ୍ୟ ପୋଷ୍ଟ

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ଲିପା ଦଳାଈ, ହାଇଟେକ ନର୍ସିଙ୍ଗ କଲେଜ, ଭୁବନେଶ୍ଵର

ପହିଲି ଦେଖାର ହୋଇନାହିଁ ଶେଷ
ମନ ହେଲାଣି ସନ୍ଦେହୀ
ମନରେ ମନରେ ରହିଗଲା ସବୁ
ଦେଲାଣି ମନ ଭିଜେଇ ॥

ନୀରବତା ଆଜି ଶବ୍ଦର ସହରେ
ଗଲା ସେ ବେଦନା ଦେଇ
ବୁଝାଇ ହେଉନି ଆଜି ଏ ମନକୁ
ମିଳନ ଋତୁକୁ ଚାହିଁ ॥


HTML tutorial

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ