ମୁଁ ଆଜି ଏକା – ଦେବବ୍ରତ ବାରିକ

ଲେଖକ ପରିଚୟ

ଦେବବ୍ରତ ବାରିକ
ଆନନ୍ଦପୁର, କେଉଁଝର, ଓଡିଶା | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ଏଇ ଏବେ ଏବେ ଦେଖାହେଲା ତୁମ ସହ…
ଦିନସାରା ତ ଅପେକ୍ଷା କରିଥିଲି…
ହେଲେତୁମେ ଆସିଲନି….
କିଛି ଭଲ ପାଇବା ଆଉ ଢେର୍ ସାରା ଅଭିମାନ
ସତରେ ମଣିଷ ଯାହା କୁ
ଜୀବନଠୁ ଅଧିକ ଭଲ ପାଏ
ତା ଉପରେ ଅଭିମାନ କରେ…..
ହେଲେ ମୁଁ ଆଜି ପୁରା ଏକା
ମୋ ଉପରେ ଅଭିମାନ କରିବା ପାଇଁ କେହି ନାହିଁ…
ଆଉ ମୁଁ କାହା ଉପରେ ଅଭିମାନ କରିବା ପାଇଁ
ମୋ ପାଖରେ କେହି ନାହାଁନ୍ତି…..
ମୁଁ ବହୁତ୍ ଏକା ହେଇଯାଇଚି
ତ ବାଟରେ ଯଦି କଣ୍ଟା ମୁଁ ଥିଲି,
କାଇଁ ଦଉ ଥିଲୁ ଫୁଲ,…….
ତୋ ପାଇଁ ଯଦି ଯୋଗ୍ୟ ମୁଁ ନଥିଲି
କାଇଁ ପାଉ ଥିଲୁ ଭଲ,…….
ମିଛରେ ମିଛରେ ସାଥୀ ହେଇ ଥିଲୁ
ହାତ ଛାଡ଼ି ଗଲୁ ଚାଲି ,………
ହାଏ ପ୍ରିୟା ,ତୁ ଫେରିଆ
ହୃଦୟ ପଡିଛି ଖାଲି ……
ଆନନ୍ଦପୁର, କେନ୍ଦୁଝର 

HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ