ମୋ ବାପା
ଲେଖକ ପରିଚୟ
ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।
ସପନ ଦେଖନ୍ତି ଶାସନ କରନ୍ତି
ବୁଝନ୍ତି ମୋ ଯେତକ ଅଳି,
ସବୁ ଲୁହ ପିଇ ହସିବା ଶିଖାନ୍ତି
କଷଣେ ନ ଯାନ୍ତି ଡରି…
ପଡି ଛିଡା ହେବା ସାହସ ବାନ୍ଧିବା
ଅଝଟେ ନ ହୋଇ ଖପା,
ଆକାଶଠୁ ବଡ
ପୃଥିବୀଠୁ ଉଚ୍ଚ
ଯା’ର ନାଁ ବାପା !
କବି ସତ୍ୟରଞ୍ଜନ ଦାସ✍
ରତଳାଙ୍ଗ, ବୈଷ୍ଣବମଠ
ଯାଜପୁର, ଓଡିଶା
