ମୋ ବାପା

ଲେଖକ ପରିଚୟ

ସମ୍ପାଦକ - | ବ୍ଲଗ | ସଦ୍ୟ ପୋଷ୍ଟ

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ସପନ ଦେଖନ୍ତି ଶାସନ କରନ୍ତି
ବୁଝନ୍ତି ମୋ ଯେତକ ଅଳି,
ସବୁ ଲୁହ ପିଇ ହସିବା ଶିଖାନ୍ତି
କଷଣେ ନ ଯାନ୍ତି ଡରି…

ପଡି ଛିଡା ହେବା ସାହସ ବାନ୍ଧିବା
ଅଝଟେ ନ ହୋଇ ଖପା,
ଆକାଶଠୁ ବଡ
ପୃଥିବୀଠୁ ଉଚ୍ଚ
ଯା’ର ନାଁ ବାପା !

କବି ସତ୍ୟରଞ୍ଜନ ଦାସ✍
ରତଳାଙ୍ଗ, ବୈଷ୍ଣବମଠ
ଯାଜପୁର, ଓଡିଶା


HTML tutorial

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ