ବିନା ତୃଷ୍ଣାରେ ଧନର ସଦୁପଯୋଗ – ରଙ୍ଗନାଥ ରଥ

ଲେଖକ ପରିଚୟ

ରଙ୍ଗନାଥ ରଥ
ବରଗଡ ବ୍ରିଟ କଲୋନୀ, ଭୁବନେଶ୍ୱର, ଖୋରଧା | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ଅତିତୃଷ୍ଣା ନ କର୍ତ୍ତବ୍ୟା ତୃଷ୍ଣାଂ ନୈବ ପରିତ୍ୟଜେତ୍ ।
ଶନୈଃ ଶନୈଶ୍ଚ ଭୋକ୍ତବ୍ୟଂ ସ୍ୱୟଂ ବିତ୍ତମୁପାର୍ଜିତମ୍ ॥

ଭାବାର୍ଥ 👉
ଆବଶ୍ୟକତାଠାରୁ ଅଧିକ କାମନା ରଖିବା ଉଚିତ ନୁହେଁ । ସମସ୍ତ କାମନାକୁ ତ୍ୟାଗ କରିବା ମଧ୍ୟ ଉଚିତ ନୁହେଁ । ନିଜର କଷ୍ଟାର୍ଜିତ ଧନକୁ ଧୀରେ ଧୀରେ ସନ୍ମାର୍ଗରେ ଉପଯୋଗ କରିବା ଉତ୍ତମ ଅଟେ ।


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ