ସ୍ମୃତି ତୁମେ ମୋ ଜୀବନରେ

ଲେଖକ ପରିଚୟ

ସମ୍ପାଦକ - ବଣମଲ୍ଲୀର ମହକ | ବ୍ଲଗ | ସଦ୍ୟ ପୋଷ୍ଟ

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ସ୍ମୃତିର ବିଶାଳ ସମୁଦ୍ରତୀରେ
ମନର କୋଣ ଅନୁକୋଣରେ
ବନ୍ଧୁ ସଦା ତୁମେ ରହିଛ !

ଆକାଶର ନୀଳ ରଙ୍ଗେ
ପୃଥିବୀର ସବୁଜ ଗାଲିଚାରେ
ସଦା ତୁମେ ହସୁଛ !

ଉଙ୍କିମାରେ ଆଜି ମୋର ମନେ
ସ୍ମୃତିର ପ୍ରତିଟି କ୍ଷଣେ
କେଜାଣି ପୁଣି କେବେ ଦେଖା ହେଉଛ !

କବି ସତ୍ୟରଞ୍ଜନ ଦାସ✍️
ରତଳାଙ୍ଗ,ବୈଷ୍ଣବମଠ
ଯାଜପୁର,ଓଡିଶା


HTML tutorial

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ