ଅତିରୁ ଇତି – ରଙ୍ଗନାଥ ରଥ

ଲେଖକ ପରିଚୟ

ରଙ୍ଗନାଥ ରଥ
ବରଗଡ ବ୍ରିଟ କଲୋନୀ, ଭୁବନେଶ୍ୱର, ଖୋରଧା | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ଏହି ବିଷୟଟି 4 ଜଣ ପାଠକ ପଢି ସାରିଛନ୍ତି

ଅତିଦର୍ପେ ହତା ଲଙ୍କା ଅତିମାନେ ଚ କୌରବାଃ ।
ଅତିଦାନେ ବଳିର୍ବଦ୍ଧଃ ସର୍ବମତ୍ୟନ୍ତଗର୍ହିତମ୍ ॥

ଭାବାର୍ଥ 👉
ଅତ୍ୟନ୍ତ ଗର୍ବ ହେତୁ ଲଙ୍କା ଶ୍ରୀହୀନ ହୋଇଥିଲା I ଅତିଶୟ ଅଭିମାନୀ ହେବା ଫଳରେ କୌରବ ବଂଶ ନାଶ ହେଲା I ଅତିମାତ୍ରାରେ ଦାନଶୀଳ ହେବାରୁ ମହାରାଜ ବଳୀ (ଭଗବାନ ବାମନଙ୍କ ଦ୍ୱାରା) ବନ୍ଧନ ପ୍ରାପ୍ତ ହେଲେ I ଏଣୁ ସମସ୍ତ ବିଷୟ ଅତ୍ୟଧିକ ହେବା ନିନ୍ଦନୀୟ ଅଟେ I


HTML tutorial
0 0 ରିଭିୟୁ
ପୋଷ୍ଟ ରେଟିଙ୍ଗ
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ