ତୁମେ ଗଲା ପରେ – ଦେବବ୍ରତ ବାରିକ

ଲେଖକ ପରିଚୟ

ଦେବବ୍ରତ ବାରିକ
ଆନନ୍ଦପୁର, କେଉଁଝର, ଓଡିଶା | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ଭୁଲିଗଲ ବୋଲି
ଦୁଃଖ ନାହିଁ ମୋର
ଅନୁରୋଧ ଟିଏ ରଖିବ…
ମୁଁ ମଲା ପରେ
ମସାଣି ଭୂଇଁକୁ
ଦେଖିବାକୁ ଥରେ ଆସିବ….
ନ କାନ୍ଦିବ ନାହିଁ
ଆଖି ଲୁହ ଢାଳି
ସେ ମୋ ମସାଣି ଭୂଇଁରେ…
ଇଚ୍ଛା ନ ଥିଲେବି
ଫୁଲ ଟିଏ ଆଣି
ଫିଙ୍ଗିବ ଜଳନ୍ତା ଜୁଇରେ….
ଫୁଲକୁ ତୁମର
ପ୍ରେମ ବୋଲି ଭାବି
ଜୁଇ ମୋର ହସି ଉଠିବ….
ସ୍ୱର୍ଗରେ ଥିଲେବି
ନାଁ ଯେ ତୁମର ସବୁଦିନେ
ଏ ହୃଦୟ ଭିତରେ ରହିବ….
ଦେବବ୍ରତ ବାରିକ
ଆନନ୍ଦପୁର, କେନ୍ଦୁଝର

HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ