ପରିବାର – ଦେବବ୍ରତ ବାରିକ

ଲେଖକ ପରିଚୟ

ଦେବବ୍ରତ ବାରିକ
ଆନନ୍ଦପୁର, କେଉଁଝର, ଓଡିଶା | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ପରିବାର ଏକ
ସୁରକ୍ଷିତ ସ୍ଥାନ
ଯେ ସ୍ଥାନେ ମିଳେ ଯେ ସୁଖ।୧।

ବାପା ମାଆ ପରି
ନହେବେ କେହିତ
ବୁଝିବାକୁ ଆମ ଦୁଃଖ।୨।

ପରିବାର ଆଜି
ପ୍ରାଚୀର ନଗଢି
ଆତ୍ମିୟତା ବାଣ୍ଟି ବସେ।୩।

ତଥାପି ତ ଆଶା
ଉଦ୍ଦୀପନା ମନେ
ପରସ୍ପର ଖୁସି ବାଣ୍ଟେ।୪।

ସବୁ ବେଳେ ଆମ
ଶୁଭ ମନାସିବ
ପୂଣ୍ଣ ହେଉ ସବୁ କାମ।୫।

ପବିତ୍ର ସମ୍ପର୍କ
ପ୍ରଭୁ ହେ ତୁମର
ସାରା ବିଶ୍ୱରେ ମହାନ।୬।

ଦେବବ୍ରତ ବାରିକ
ସମ୍ପାଦକ :ପ୍ରୀତି ପ୍ରଣତି ଇ-ପତ୍ରିକା
ଆନନ୍ଦପୁର, କେନ୍ଦୁଝର
ଦୂରଭାଷ – 9348779394


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ