ଓଡ଼ିଆ ପରମ୍ପରାରେ ସାବିତ୍ରୀ ବ୍ରତ – ବାସନ୍ତୀଲତା ଜେନା

ଓଡ଼ିଆ ସଂସ୍କୃତି ଓଡ଼ିଆ ପରମ୍ପରା ବହୁ ପ୍ରାଚୀନ l ଜଗତର ନାଥ ଜଗନ୍ନାଥ ଉତ୍କଳୀୟ ମାନଙ୍କର ଆରାଧ୍ୟ ଦେବତା l ତାଙ୍କର ପୂଜା ପାତି ରୀତି ନୀତି ଅନୁଯାୟୀ ସଂସ୍କୃତି ଓ ପରମ୍ପରା ପ୍ରଚଳିତ…

ଯଶୋଦାଙ୍କର ବିଶ୍ଵରୂପ ଦର୍ଶନ

କୃଷ୍ଣ ଧୀରେ ଧୀରେ ବଡ ହେବାକୁ ଲାଗିଲେ । ବୟସ ବଢିବା ସଙ୍ଗେ ସଙ୍ଗେ ତାଙ୍କର ଚପଳତା ଓ ଦୁଷ୍ଟାମୀ ମଧ୍ଯ ବୃଦ୍ଧି ପିଇବାକୁ ଲାଗିଲା । ଅନେକ ଅନେକ ଅଦ୍ଭୂତ ଲୀଳା ମଧ୍ଯ…

ଉଦ୍ଧବଙ୍କ ପ୍ରତି ଶ୍ରୀକୃଷ୍ଣଙ୍କ ଅନ୍ତିମ ଉପଦେଶ

ଉଦ୍ଧବ କହିଲେ-ପ୍ରଭୁ,ଆପଣ ଯେଉଁ ସବୁ ଉପଦେଶ ଦେଲେ, ତାହା ସାଧାରଣ ମନୁଷ୍ୟ ବୁଝିବା କଷ୍ଟକର ବୋଲି ମୁଁ ମନେକରେ । ତେଣୁ ଯେଉଁ ପଥଟି ଅନୁସରଣ କଲେ ମନୁଷ୍ୟ ସହଜରେ ମୁକ୍ତିଲାଭ କରିପାରିବ, ତାହା…

ରୋହିତାଶ୍ଵଙ୍କ ଜୀବଦାନ ପ୍ରାପ୍ତି

ରୋହିତାଶ୍ବ ଜୀବଦାନ ପାଇଲେ କିପରି ? ହରିଶ୍ଚନ୍ଦ୍ରଙ୍କ କଥା ଶୁଣି ଶୈବ୍ଯା ବିକଳରେ ବାହୁନିବାରେ ଲାଗିଲେ । ସେହି ବାହୁନାରୁ ହରିଶ୍ଚନ୍ଦ୍ର ଜାଣିପାରିଲେ ଯେ ସେ ହେଉଛନ୍ତି ତାଙ୍କ ପତ୍ନୀ ଶୈବ୍ଯା ଓ ମୃତ…

ଯମଦୂତଙ୍କ ଠାରୁ ଅଜାମିଳ ମୁକ୍ତ

ଅଜାମିଳକୁ ବିଷ୍ଣୁଦୂତମାନେ ଯମଦୂତମାନଙ୍କ ଠାରୁ କାହିଁକି ରକ୍ଷା କଲେ ? ଭାଗବତରେ ଉଲ୍ଲେଖ ଅଛି ଯେଉଁମାନ ପାପକାର୍ଯ୍ଯ କରନ୍ତି, ସେମାନଙ୍କୁ ନରକ ଯନ୍ତ୍ରଣା ଭୋଗକରିବାକୁ ହୁଏ । ଏହାଶୁଣି ରାଜା ପରୀକ୍ଷିତ ଶୁକଦେବଙ୍କୁ ପ୍ରଶ୍ନ…

ରୋହିତାଶ୍ବକୁ ସର୍ପ ଦଂଶନର କାରଣ

ରୋହିତାଶ୍ବକୁ ସର୍ପ ଦଂଶନ କରିବ ବୋଲି ବିଶ୍ବାମିତ୍ର ମୁନି କାହିଁକି ଅଭିଶାପ ଦେଲେ ? ହରିଶ୍ଚନ୍ଦ୍ରଙ୍କୁ ଚଣ୍ଡାଳ ପଚାରିଲେ- କ’ଣ ତୋ ନାଆଁ ? ହରିଶ୍ଚନ୍ଦ୍ର କହିଲେ-ମୋ ନାଆଁ ହରିଦାସ । ମୁଁ ତୁମର…

ଅବତାର

ସୃଷ୍ଟିର ଆରମ୍ଭରେ ଭଗବାନ ଲୋକ ସୃଷ୍ଟି ନିମନ୍ତେ ପଞ୍ଚ ଜ୍ଞାନେନ୍ଦ୍ରିୟ, ପଞ୍ଚ କର୍ମେନ୍ଦ୍ରିୟ,ପଞ୍ଚ ମହାଭୂତ ଓ ମନ, ଏହି ଷୋଳଟି ଅଂଶରେ ଖଚିତ ପୁରୁଷ ମୂର୍ତ୍ତି ଧାରଣ କରନ୍ତି । ସେହି ପରମପୁରୁଷ ବିଷ୍ଣୁ…

ହରିଶ୍ଚନ୍ଦ୍ରଙ୍କ ଏକଲକ୍ଷ ସ୍ଵର୍ଣ୍ଣ ମୋହର ଦାନ

ବିଶ୍ବାମିତ୍ରଙ୍କ ପାଖରୁ ଫେରିଯାଇ ହରିଶ୍ଚନ୍ଦ୍ର ଅଯୋଧ୍ୟାକୁ ଗଲେ ଓ ପ୍ରଜାମାନଙ୍କୁ ଡକାଇ ଏହି ସମସ୍ତ କଥା ବୁଝାଇଦେଇ କହିଲେ–ଏଣିକି ତୁମର ରାଜା ହେଉଛନ୍ତି ମହର୍ଷି ବିଶ୍ବାମିତ୍ର । ତାଙ୍କ ନିର୍ଦ୍ଦେଶ ଅନୁସାରେ ମୁଁ ଅଯୋଧ୍ୟା…