ବୁଢ଼ାକୁ ବୁଢ଼ୀ – ମୀନାକ୍ଷି ପାଢ଼ୀ

ଗୋଟିଏ ବୁଢ଼ା , ଗୋଟିଏ ବୁଢ଼ୀ, ଦୁହେଁ ଦୁହିଁଙ୍କୁ ଯୋଡାଯୋଡ଼ି, ବୁଢ଼ାଟି ଚଗଲା, ବୁଢ଼ୀଟି ଜାଡ଼ି। ବୁଢ଼ା ଡାକ ଦେଲା ,”ହଇଲୋ ଜାଡ଼ି, କୁଆଡ଼େ ଗଲା ମୋ ବଙ୍କୁଲି ବାଡ଼ି ?” ବୁଢ଼ୀ କହିଲା,”ଏଁ…

କୁବେର ଗରବ ଭାଙ୍ଗିଲା – ଘନଶ୍ୟାମ ସାହୁ

ଧନର ଦେବତା କୁବେର ଦିନେ ଭାବିଲେ ମନେ ମୋହ ସମକକ୍ଷ ହେବେ କି କିଏ ତିନି ଭୁବନେ ? ଧନରତ୍ନ ମୋର ଅମାପ କିଏ ପାରିବ କଳି ? ମନେ ଉପୁଜିଲା ଗରବ ଉତ୍ତପ୍ତ…

ପ୍ରଥମ ବର୍ଷା – ଶିଶୁକବି ରୁଦ୍ରରୂପା ବ୍ରହ୍ମା

ରବିର କିରଣେ ପୃଥିବୀ ଆମର ଅହା କି ଗରମ ଥିଲା । ତାହାରି ଭିତରେ ପ୍ରଥମ ବରଷା ନୂତନ ଜୀବନ ଦେଲା ।। ଶୁଖିଲା ଟାଙ୍ଗରା ନିରସ ମାଟିଟା ପାଣିକୁ ଅନାଇ ଥିଲା ।…

ଗଣିତ କୌତୁକ – ସରସ୍ଵତୀ ନାୟକ

ଆସ କୁନିମୁନି ପଢିବ ପାଠ ସଅଳ ସଅଳ ନକରି ମଠ ।। ଗଣିତ ପାଠଟି ଭାରି ସହଜ ମୂଳରୁ ଏହାକୁ ସଭିଏଁ ବୁଝ ।। ଶୂନରୁ ଆରମ୍ଭ ନଅରେ ଶେଷ ରଖିଥାଆ ମନ ଅଙ୍କ…

ଶିଶୁ କବିତା – ଗୀତରେ ଗଣିତ – ବାସନ୍ତୀ ଲତା ଜେନା

ଆମେ ସବୁ ଟିକି ପିଲା ହୀରା ନୀଳା ମାଣିକ  ବଗିଚାର ଫୁଲ ଆମେ ଟିକି କୁନି ବଣିକ    ll  ପଇସା ପତର ଆମେ କରିବାରେ ହିସାବ  ନିର୍ଭୁଲ ଗଣନା କରି ଦେବା ତାର…

ଶିଶୁ କବିତା – ଭଲଲାଗେ ଯେଵେ – ପ୍ରକାଶ କୁମାର ଚାନ୍ଦ

ଭଲଲାଗେ ଯେବେ ଆକାଶଟା ସାରାକଳା ମେଘ ଗଲେ ଘୋଟିଭଲଲାଗେ ଯେବେ ସେଇ ମେଘ ପୁଣିଭିଜେଇଲେ ଆସି ମାଟି । ଭଲଲାଗେ ଯେବେ ଫୁଲ ଫୁଟି ଗଲେବଗିଚାଟା ସାରା ହସେଭଲଲାଗେ ଯେବେ ସେଇ ଫୁଲ ପୁଣିମହମହ…

ଶିଶୁ ଗଳ୍ପ – ଅଳିଆ କୁଣ୍ଡ – ସନ୍ତୋଷ କୁମାର ମହାନ୍ତି

ପରବିନର ମନ ଏବେ ଭାରି ଖୁସି | ସେ ଗୋଟେ ନୂଆ ସାଂଗ ପାଇ ଯାଇଛି | ଅଲିଭା ତାର ନୂଆ ସାଂଗ ହୋଇଛି | ଅଲିଭା ଏବେ ପରବିନ ଘରକୁ ନୂଆ ଆସିଛି…

ବାପୁଜୀ – ଶିଶୁକବି ରୁଦ୍ରରୂପା ଵ୍ରହ୍ମା

ଦେଶକୁ ସ୍ୱାଧୀନ କଲ ହେ ତୁମେଲାଠି ମାଡ଼ ଖାଇ ଖାଇ ।ଖଦଡ଼ ଲୁଗା ପିନ୍ଧି ବାହାରିଲବାପୁ ନାମେ ଚିହ୍ନା ଦେଇ ।। ସମ୍ବଲପୁରରେ ପୂଜା ପାଉଅଛଭାତରା ଗ୍ରାମରେ ଥାଇ ।ସଭିଙ୍କ ହୃଦୟେ ସ୍ଥାନ ଭରିଛ…