ଫେରିବାକୁ ହେବ – ଗୋପୀନାଥ ସେଠୀ

କବାଟ, ସେବେ ଖୋଲାଥିଲା ଏବେ ବି ଖୋଲା ଅଛି ଗାଁ, ସେଦିନ ଡାକୁଥିଲା ଆଜି ବି ଡାକୁଛି। କବାଟ ଫାଙ୍କରୁ ଫେରିବା ବାଟକୁ ନିରେଖିଛି ନିରୀହ ଆଖିହଳେ ଚାରିକାନ୍ଥ ଭିତରେ ଉଡିବୁଲୁଛି ଫର୍ଦ୍ଦ ଫର୍ଦ୍ଦ…

ବରଷକେ ଥରେ – ପଦ୍ମାଳୟା ମିଶ୍ର

ଆସୁଛି ଆସୁଛି ବୋଲି ଉତ୍କଣ୍ଠା ଭରି ସଭିଏଁ ହୁଅନ୍ତି ସଜ ବରଷକେ ଥରେ ଆସି ଘରେ ଘରେ ମଉଜ ଆଣିଛି ରଜ । ପିଠା ମିଠା ପାନ କୁଆଁରୀ ଛନଛନ ମହକେ ଘର ଅଗଣା…

ବଉଳ ଲୋ – ମିନାକ୍ଷୀ ପାଢ଼ୀ

ଆହାଃ ଛବି କି ସୁନ୍ଦର, ଭଉଣୀ ଝୁଲଇ ଦୋଳି ଉପର, ଦେଖ ଜଗାର କେଡ଼େ ହୁନ୍ଦର ,ବଉଳ ଲୋ! ରଜ ଭାର ଦେଲେ ରଖି, ପଟା ଦୋଳି ଡାଳେ ବାନ୍ଧିଲେ ଟେକି, ସଜ ହୋଇଲେ…

ଦୁଃଖହାରି ନନ୍ଦବଳା – ଘନଶ୍ୟାମ ସାହୁ

ଆଉ ଏଣିକିରେ ମନ ନକର ହେଳା ହେଳା କଲେ ବୁଡ଼ିବ ତୋ ସଂସାର ଭେଳା । ଭେଳା ରେ ମାୟା ମୋହ ଲୋଭ ଆଦି ର କଣା କଣା ରେ ପାପ ଜଳ ପଶେ…

କୋହ ଲୁହ – ବିନୟ ମିଶ୍ର

କୋହ ଆଣେ ହାବୁକାଏ ଦୁଃଖ ଲୁହ ହୋଇ ବୋହିଯାଏ ଧାର ଧାର ହୋଇ, କୋହ ଲୁହ ଏକାକାର ହେଲେ ଆପଣାର କିଏ କହ କାହିଁ? ଲୁହ ଦେଖିବାକୁ କୋହ ଭରିବାକୁ ସଂସାରେ ଲୋକଙ୍କ ଅଭାବ…

ଦେଇଗଲି ମହାଶିକ୍ଷା – ଭାରତୀ ସାହୁ

ଆସିଥିଲା ଯେଉଁ ବାଟେ ଫେରିଗଲl ସେଇ ବାଟେ କହିଗଲା କିଛି କଥା ଅସଲ କଥାକୁ କେହି ବୁଝିବାକୁ ଚାହୁନାହିଁ କହେ ଖାଲି ନିଜ ବ୍ୟଥା l ଏମଣିଷ ସ୍ୱାର୍ଥପର ନିଜ ପାଇଁ ଆଗଭର କାହା…

ରଜପର୍ବ – ଡକ୍ଟର ସଂଜୀବ କୁମାର ପାଣିଗ୍ରାହୀ

ରଜ ପରବ ଆସିଛି ମାଟି ମାଁ ହସୁଛି ଜାତିଜାତିକା ପିଠାପଣାରେ ଘର ଦୁଆର ବାସୁଛି । ଦୂର ଗଗନରେ ବଉଦମାଳା ବରଷାରାଣୀ ବଜାଇ ବଜା ଗୁଣୁଗୁଣୁ ହୋଇ ଗାଉଛି ଗୀତ ନଭ ସଂଗେ କ୍ଷିତ…

ରଜ ଲାଗେ ଫିକାଫିକା – ସୁଧାକର ସେଠୀ

ରଜ ଲାଗେ ଫିକା ଫିକା ସଜନୀ ଲୋ ରଜ ଲାଗେ ଫିକା ଫିକା କରୋନାର ତାଉ ବଢୁଛି ଏମିତି ମନରେ ପସେ ଛନକା । ସଜନୀ ଲୋ ମନରେ ପସେ ଛନକା ରଜ ଲାଗେ…