ମନର ଅକୁହା ଅବ୍ୟକ୍ତ ଭାବନା ବୁଝେ ଯଦି ଆନ ମନ ହୃଦୟ ସାଥିରେ ହୃଦ ମିଶିଯାଏ ବନ୍ଧୁତା ହୁଏ ସ୍ଥାପନ ୲୲ ଆତ୍ମୀୟତା ଆଉ ଆନ୍ତରିକତାରେ ବନ୍ଧନ …

ବନ୍ଧୁତାର ବନ୍ଧନ – ସଂଯୁକ୍ତା ରାଉତ ବିଷୟଟି ଆଗକୁ ପଢନ୍ତୁ »

ରାକ୍ଷୀ ପୂର୍ଣ୍ଣିମା ତ  ପାଖେଇ ଆସଇ            ମନ ହୁଏ ଛନ ଛନ କିଏ ସେ ବାନ୍ଧିବ ମୋ ହାତରେ ରାକ୍ଷୀ …

କିଏ ବାନ୍ଧିବ ରାକ୍ଷୀ – ନରେନ୍ଦ୍ର ପ୍ରସାଦ ବେହେରା ବିଷୟଟି ଆଗକୁ ପଢନ୍ତୁ »

ବିଳାସର ଚୌପାଟୀରେ  ଆଣ୍ଠୁମାଡ଼ି ବସି ବସି,ଅଭିଯୋଗର ଚିଠା ପୁଞ୍ଜେଚୋରା ପକେଟରେ ସାଇତିଥିବାମୋ ଭଳି ମଣିଷମାନେ ଆସ । ଦେଖିଯିବ ମୋ ଜେଜେମାକୁ,ଦେଖିଯିବ ତା ଅର୍ଦ୍ଧବକ୍ର ଶରୀରକୁ,ପଶିଯାଇଥିବା ଆଖି,ଲୋଚାକୋଚା …

ଜେଜେମା – ସଞ୍ଜୟ କୁମାର ପଣ୍ଡା ବିଷୟଟି ଆଗକୁ ପଢନ୍ତୁ »

ଆହେ ପ୍ରଭୁ କଳା ସାଆନ୍ତେ  ଯାହା ପଚାରୁଛି କହିବ ମୋତେ ଅର୍ଜ୍ଜୁନର କେଉଁ ଭାବ ଦେଖି ତୁମେ, ସାରଥି ହୋଇଲ ତାହାରି ରଥେ । ଆହେ ପ୍ରଭୁ …

ସମର୍ପଣ – ଶ୍ରୀମତୀ ଚିନ୍ମୟୀ ମିଶ୍ର ବିଷୟଟି ଆଗକୁ ପଢନ୍ତୁ »

ସଂପର୍କର ଛିଟା ଲାଗେ ଭାରି ମିଠା ; ହେଜମୋ’ର ପ୍ରିୟବନ୍ଧୁ ;ସମାଜିକ ଏଇ ବନ୍ଧନଟା ଭାଇ ପାରିକରେ ମହାସିନ୍ଧୁ !! ବନ୍ଧୁତା ଦିବସେ ବନ୍ଧୁ ମୋର ହସେ …

ବନ୍ଧୁତା ଦିବସ ସମୃଦ୍ଧି ବିଜୟ – ସଦାନନ୍ଦ ସାହୁ ବିଷୟଟି ଆଗକୁ ପଢନ୍ତୁ »