କବିତା – ମନରେ ହେ ନର ହେଜ – ଅକ୍ଷୟ କୁମାର ବେହେରା

କାହିଁ ପାଇଁ ମନେ ଗର୍ବ ଅହଂକାର ମିଛ ମାୟା ଏ ସଂସାର,ଆଜି ଯେ ନିଜରକାଲି ହେବ ପର କେହି ନୁହେଁ ଆପଣାର ।୧। ଶରୀରରେ ଆତ୍ମାବିରାଜିତ ବୋଲି ହେଉଛୁ ତୁ ଆତଯାତ,ଆତ୍ମା ପକ୍ଷୀ ତତେ…

କବିତା – କଥାଟି ଭୁଲି ନଯିବ – ଅକ୍ଷୟ କୁମାର ବେହେରା

ଆଜିର ଶିଶୁଟି କାଲି ଭବିଷ୍ୟତଅବହେଳା ନ କରିବ,ସମୟ ହେଉଛି ସଦା ଗତିଶୀଳପଛକୁ ଚାହିଁ ନ ଯିବ ।୧। ଶିକ୍ଷା ଦେଇ ଗଢି ତୋଳିଥିଲେ ତାକୁଦିନେ ସିଏ ବଡ ହେବ,ଭଲ କାମକରି ଦୁନିଆଁରେ ଜାଣକୁଳର ନାମ…

ବଣମଲ୍ଲୀ – ଅକ୍ଷୟ କୁମାର ବେହେରା

ବଣମଲ୍ଲୀ ମୁଁ ଯେ ବଣେ ଫୁଟି ମୁହିଁବଣରେ ପଡୁଛି ଝରି,ପାଇନି କାହାରି ଆଦର କେବେବିଆଶାଯାଏ ମନେ ମରି ।୧। ବନ, ଉପବନ ଠିକଣାଟି ମୋରନାହିଁ ଆନ ପରିଚୟ,ଖୋଜିଲି ଯେବେ ମୁଁ ପରିଚୟ ଟିଏମନେ ଭରି…