ମହାବାତ୍ୟା ୧୯୯୯ ର ଅନୁଭୂତି – ଅକ୍ଷୟ ଓଝା

ମୁଁ ଦିଲ୍ଲୀ ରେ ଥାଏ । ସେଦିନ ୨୯ ଅକ୍ଟୋବର, ମୋ ବଡ଼ ପୁଅର ଜନ୍ମଦିନ ଥିଲା । ଜନ୍ମଦିନର ସାମାନ୍ୟ ପ୍ରସ୍ତୁତି ଚାଲିଥାଏ । ପଡ଼ୋଶୀ ଘର ପିଲାମାନେ ଘରେ ଏକତ୍ରିତ ହେଇଥାନ୍ତି…