ମଲାଜହ୍ନ – ଆଲୋକ କୁମାର ପଣ୍ଡିତ

ମୁସ୍କିଲ ହେଇଗଲା ଜୀବନ ଜୀଇଁବା  କରିଦେଲ ମୋତେ ଏକା ନୀଳ କଇଁ ହୋଇ କାହାଣୀରେ ମୋର ସାଜିଥିଲ ଗୋ ନାୟିକା ll ମଲା ଜହ୍ନ ହୋଇ ମରିଗଲି ଆଜି ଝୁରି ଝୁରି ତୁମ ପାଇଁକା…

ପ୍ରଥମ ଛୁଆଁ – ଆଲୋକ କୁମାର ପଣ୍ଡିତ

ପ୍ରେମ କଣ ଏମିତି…….ଅଦିନିଆ ବର୍ଷା ହୋଇ ମୋତେ ଭିଜେଇ ଦେଉଛିଚୋରା ପୀରତି ମଧୁର ସ୍ମୃତି ହୋଇମୋର ସ୍ମୃତି କୋଷକୁ ଦହଲାଇ ଦେଉଛିହଁ ପ୍ରିୟ ତମେ ଜାଣିଛ……ତୁମର ସେଇ ପ୍ରଥମସ୍ପର୍ଶ, ପ୍ରଥମ ଛୁଆଁଆଜିର ଅନୁଭୂତି ଯୁଗ…

ସିନ୍ଦୁର – ଆଲୋକ କୁମାର ପଣ୍ଡିତ

ଛାତି ଭିତରେ ହୃଦୟ ତଳେ                 ଛଟିଆ ରକତ ସିନ୍ଧୁସେଇ ସିନ୍ଧୁରୁ ଟୋପାଏ ବିନ୍ଦୁ                 ଦେବିଲ …

ପରାସ୍ତ – ଆଲୋକ କୁମାର ପଣ୍ଡିତ

ହେ ରାମ ହେ ନାଥ……ପାରିଥାନ୍ତ କି ମୋତେ କରି ପରାସ୍ତବଳବୀର୍ଯ୍ୟ ତୁମ ଠାରୁ ଶତତ ପ୍ରଖରକି ପାରନ୍ତ କରି ବିନାଶ, ନିୟନ୍ତା କି ଯମତୁମ ଠାରୁ ଶ୍ରେଷ୍ଠ ଅଟେ ଜାତିରେ ମୁଁ ବ୍ରାହ୍ମଣପାରିଥାନ୍ତ କି…