କବିତା – ହେ ଜଗନ୍ନାଥ – ଅମରଜିତ୍ ସାହୁ

ହେ ଜଗନ୍ନାଥତୁମେ ଚଳାଉଚ ସାରା ଦୁନିଆକୁନାହିଁ ତୁମ ଗୋଡ, ହାତମୁଁ କାହିଁ ପାରେନାସବୁ ଥାଇ ମୋରହାରି ଯାଏ ଚଲାପଥହେ ଜଗନ୍ନାଥ…. ଷାଠିଏ ପଉଟି ନିଅଁଟ ହୁଏନିଆସିଥାନ୍ତି ଯେତେ ଭକ୍ତମୋ ଭଳି ପାପିକୁମିଳେନାହିଁ ଜମାଟିକେ ଡାଲି…