କବିତା – ଉନ୍ମେଷ – ଅମ୍ରିତେଶ ଖଟୁଆ

ଆର୍ଯ୍ୟବ୍ରତତୀ ବୀର୍ଯ୍ୟପ୍ରାଣୀନ ଉଠ ବାରେ ଚଞ୍ଚଳ,ଦେଖି ମଡା ଦେଶ ଶୟନ ଚୁମ୍ବୁଛି ଅଳସୀର କୌତୂହଳ।ତରୁଣ ତୂର୍ଯ୍ୟ ହେ ବୀର ବୀର୍ଯ୍ୟ ହେ ନୀରବିତ ଏ ଅୟନେ,କାହିଁ ଘେନିଗଲ ଶତ କୌଶଳ ତରୁଣୀ ଦ୍ଵୟ ନୟନେ।…

କବିତା – ଅଥର୍ବ ଅକ୍ଷୌହିଣୀ – ଅମ୍ରିତେଶ ଖଟୁଆ

ଦୃଷ୍ଟି ପରିମିତହେଲେ ଅପାରଗ ଥିଲା ସବୁ ବୈଦୁର୍ଯ୍ୟ,ଏପରି କିଛି ଆକ୍ଷେପିତ ଇତିଥିଲା ତା’ର ଅସ୍ନାତ ବିନ୍ଦୁ ପରତେଘୂର୍ଣ୍ଣାୟମାନହେଲେ ତିମିରିତ ଗୋଧୂଳି,କରିଛି ଅଣାୟତ୍ତ ଅଧୈର୍ଯ୍ୟର ଶାଙ୍କୁଳିଛିନ୍ନ କରିଛି କେବଳ ଅଭୁକ୍ତଆନନ୍ଦ ଅତଳେ ତନ୍ଦ୍ରିତ ପୂର୍ବାଳି! କଣ…

କବିତା – ଅଂଶୁପା – ଅମ୍ରିତେଶ ଖଟୁଆ

ମହାନଦୀସୁତା ନୀଳାମ୍ଵୁମଣ୍ଡିତା,ପଙ୍କିଳ ଆବର୍ତ୍ତେ ପଙ୍କଜ-ସଜ୍ଜିତା।ଯେସନେ ନୀରଦ ଢାଙ୍କେ ଦିବାକର,ଶ୍ରୀବେଶ ବଞ୍ଚିତ କରଇ ନିକର।ସଲଜ୍ଜ ବିମ୍ବିତ ବକ୍ଷସ୍ଥଳେ ଲମ୍ବେ,ଦର୍ଶନେ ଯେସନେ ମୁଖ ପ୍ରତିବିମ୍ବେ।ସୈକତ ଭେଦଇ ଦୀର୍ଘ ତଟ ପଥ,ହୁଅଇ କି ସତେ ପଥିକ ବିପଥ?ଆଠଗଡ ରାଜ୍ୟେ…

କବିତା – ତଟିନୀ ପଥେ – ଅମ୍ରିତେଶ ଖଟୁଆ

ଆମ ନଈର ସେଇ ଗୁହାରିକଳକଳ ନାଦର ଫେନିଳ ବକ୍ଷରେ,ଅସ୍ଫୁଟ ସବୁ କେଳିର ଅନାୟାସେମୋତେ କେତେ ବିଚଳିତ ନ କରିଛିତା ଫଲଗୁର ଈଷତ୍ ଆଢୁଆଳେମୋତେ ଡେରିଛି ଅଫେରା ପ୍ରଦୋଷ। ଡ଼ଙ୍ଗାରେ ବସି ପାରି ହେଉଥାଏଗଣ୍ଡୁଷେ ଜଳ…

ପ୍ରବନ୍ଧ – ବୌଦ୍ଧିକ ମତବାଦ ଆଢୁଆଳରେ ଓଡିଆ ସାହିତ୍ୟ – ଅମ୍ରିତେଶ ଖଟୁଆ

ଓଡ଼ିଆ ସାହିତ୍ୟ ଯେ କେବଳ ସୃଜନୀରେ ସ୍ଵାତନ୍ତ୍ର୍ୟ ସହ ଭାବୋଦ୍ଦୀପନାର ଏକାନ୍ତ ଦିହୁଡି ରୂପେ ପ୍ରଜ୍ଜ୍ୱଳିତ, ତାହା ନୁହେଁ । ବରଂ, ଇଂରେଜ ସଭ୍ୟତାର ପ୍ରଚ୍ଛଦପଟ୍ଟରୁ ସଦ୍ୟ ସଭ୍ୟତାର ଆବାହନୀ-କାଳୀନ ଭିନ୍ନ ଭିନ୍ନ ମତବାଦ…

କବିତା – ବନାନିକା – ଅମ୍ରିତେଶ ଖଟୁଆ

ରାଗ : ଚୋଖି ପୂର୍ବାଳି-ରଞ୍ଜିତ-ପ୍ରଭା ନିହାର-ଗଞ୍ଜିତ-ଶୋଭା ନିକୁଞ୍ଚନ-ଆଭା ତୁଲେ ଶୋହେ ପ୍ରଭାତ,ନିମୀଳିତ-ଚକ୍ଷୁ-ସମ ଭ୍ରୂକୁଟୀ-ସଜ୍ଜିତ-ଲୋମ ରୋମନ୍ଥନ ବକ୍ଷେ ଯେହ୍ନେ ହୁଏ ନିମିତ୍ତ, ଦେଖ ତୀର୍ଥ ହେଲା ବିକଚ ରବି ଯେବେ ତାପ-କରେ ବିନ୍ଧେ ନାରାଚ। ୧…

କ୍ଷୁଦ୍ରଗଳ୍ପ – ବିଭାଜିତ ଆବେଗ : ଫଳିତ ଶୂନି – ଅମ୍ରିତେଶ ଖଟୁଆ

ନୀରବତା ଏକ ଶୂନ୍ୟତା… ବୋଧେ ଫ୍ରିଙ୍କ୍ୟୁନ୍ସି ବିହୀନ ଏକ ଆୟାମ…. ମୋ ପାଇଁ ଥିଲା ଏକ ଅନିୟନ୍ତ୍ରିତ ବିଭାଜନ…. ସୂର୍ଯ୍ୟଙ୍କ ଧୁ ଧୁ ପ୍ରଚ୍ଛଦପଟ୍ଟରୁ ରାତିର ଶିଁ ଶିଁ କରୁଥିବା ଝିଙ୍ଗାସର। ମୋ କଥାର…

ଦୁର୍ଗାସ୍ତୁତି – ଅମ୍ରିତେଶ ଖଟୁଆ

ଭଦ୍ରା ଭଗବତୀ ଦେବୀ ରୁଦ୍ରାଣୀ ଭବମୋହିନୀ। ମହାଗୌରୀ ଶିବା ଭୀମା ମଙ୍ଗଳା ଚାରୁହାସିଣୀ।।ଗିରିରାଜସୁତା ଦେବୀ ଭବାନୀ ସିଂହବାହିନୀ।ବିଶ୍ୱମାତ ହରପ୍ରିୟା ବୈଷ୍ଣବୀ ଭକ୍ତବାସିନୀ।।ବରଦା ଭକ୍ତବତ୍ସଳା କମଳା କାଳୀ ଚଣ୍ଡିକା।ବିମଳା ହରଭାସିନୀ ବ୍ରାହ୍ମଣୀ ରମ୍ୟା ଅମ୍ବିକା।।ଉମା କାତ୍ୟାୟିନୀ…