ତୁ ଆସିଛୁ ବୋଲି – ଅନନ୍ୟା ମିଶ୍ର

ତୁ ଆସିଛୁ ବୋଲି ଜାଣି ନିଜକୁ ମୁଁ କେତେ ଯେ ସଜେଇ ତୋ ପାଇଁ ଅପେକ୍ଷା କରିଛି, ତୋ ଆସିବା ବାଟକୁ ଚାହିଁରହିଛି ଆକାଶ ର ଜହ୍ନ ପରି, ପ୍ରେମ ସାମୁଦ୍ରିକ ପକ୍ଷୀ ପାଲଟି…