ବ୍ୟଙ୍ଗ କବିତା – ବଢେ ପିଆଜ – ଅରୂପ କୁମାର ବିଶ୍ଵାଳ

ସବୁଦିନେ ବଢେ ପିଆଜ ଦଶ ଧଇଲାଣି ଆସି ନବେ। ଗରିବ ସଂସାର କେମିତି ଚାଲିବ ମନେମନେ ବସି ଭାବେ। ପଖାଳର ସାଥି ପିଆଜ ମୋହର ବଢେ ତାର ଭାଉ ନିତି। ପିଆଜର ସ୍ଥାନ କିଏ…