ପ୍ରଜାପତିର ଡେଣା – ଅଶ୍ୱିନୀ ଦାଶ

କାହିଁକି କାନ୍ଦୁଛୁ ପ୍ରଜାପତି , କ୍ଷତାକ୍ତ କାହିଁକି ତୁ ,ଜର୍ଜରିତ ତୁ କେଉଁ ଯନ୍ତ୍ରଣାରେ ! ସେମାନେ ତ ଶୋଇଥିଲେ ନିଶ୍ଚିନ୍ତରେ ,ଆଲୋକିତ ଥିଲା ଉପବନ ତୋର ଫୁଲଙ୍କ ବର୍ଣ୍ଣରେ,ତୋ ମନରେ ନିର୍ମାୟା ଆନନ୍ଦ…