ବଣଫୁଲର କବିତା – ଅୟସକାନ୍ତ

ବଣଫୁଲ ବଣରେ ଝରେ ଝୁରେମନରେ ମରେବଣଫୁଲ ଥରଥର କମ୍ଫିତ କଣ୍ଠରେକବିତା ପଢେଏବେ, ବଣଫୁଲର ପାଖୁଡ଼ା ଛିଡି ଉଡେହଁ, ବଣଫୁଲ ମନେପଡେ, ଖୁବ୍ ମନେପଡେବଣଫୁଲ ବଣରେ ଫୁଟେ, ଏବେ !!! ଅୟସକାନ୍ତବନଦୂର୍ଗା ମନ୍ଦିର ନିକଟ ଶଙ୍କରା,ସୁନ୍ଦରଗଡ଼,…