କାବ୍ୟ – ବୈଦେହୀଶ ବିଳାସ – ପ୍ରଥମ ଛାନ୍ଦ – କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ

ବନ୍ଦଇ ଦୀ(ଦି)ନବାନ୍ଧବ ହରି ଯେ ତମଚକ୍ର ଖଣ୍ଡନକାରୀ ସଦା କମଳାନନ୍ଦ ବିସ୍ତାରି ସ୍ୱଭାବେ ଇନ ଯେ । ବିଭୁ ଅନନ୍ତ-ଅଙ୍କ-ବିହାରୀ କର ପ୍ରତାପ ସାର ସଞ୍ଚରି ନିସାଚରଙ୍କ ଉଲ୍ଲାଶସ ହରି ପୂଜେ ସୁମନ ଯେ…

କାବ୍ୟ – ବୈଦେହୀଶ ବିଳାସ – ଦ୍ଵିତୀୟ ଛାନ୍ଦ – କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ

ବିଦୁଷ ! ଦୁଷଣ ବିବର୍ଜିତ ଗୀତେ ରସ।ବିଷ୍ନୁ ଚରିତ ତ୍ୱରିତ କରିବ ହରଷ ଯେ।୧।ବାମଦେବ ଦେବରାଜ ଗୁରୁ ସଙ୍ଗତିରେ।ବିମନେ ସୁମନେ ଗଲେ କ୍ଷୀରସିନ୍ଧୂତୀରେ ଯେ।୨।ବ୍ରହ୍ମାଣ୍ଡ କ୍ଷୋଭିତେ ଭୀତେ ବ୍ରହ୍ମା ପ୍ରମୁଖରେ।ବିଶ୍ୱମ୍ବର ଭରସାରେ ସ୍ତୁତି କଲେ…

କାବ୍ୟ – ବୈଦେହୀଶ ବିଳାସ – ତୃତୀୟ ଛାନ୍ଦ – କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ

(ରାଗ-ରାମକେରୀ) (ଆଦ୍ୟଯମକ)ବିଦୁଷ ହେ ଶୁଣ ରଞ୍ଜନରସ ମନକୁ ଦେଇ ।ବିଦୁଷଣ ରାଜସମାନେ ଧର୍ମସ୍ୱରୂପୀ ସେହି ।୧ ।ବିଦିତ ମିଥିଳା ନୃପତି ନାମ ଜନକ ତାର ।ବିଦିଗଦିଗରେ ହୋଇଛି ଖ୍ୟାତ ଯଶ ଯାହାର ।୨ ।ବିଦଗଧ…

କାବ୍ୟ – ବୈଦେହୀଶ ବିଳାସ – ଚତୁର୍ଥ ଛାନ୍ଦ – କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ

ରାଗ-ମାଳବଗଉଡ଼ା ବୁଦ୍ଧି ଉତ୍ତମ ଯାହାର କାବ୍ୟ ଅଭିଧାନେ ।ବୃଜିନନାଶ ଚରିତ ଶୁଣ ସାବଧାନେ ହେ ।୧।ବୃଷ୍ଟିହୀନ ଦ୍ୱାଦଶ ବରଷ ଚମ୍ପାବତୀ ।ବଡ ଚିନ୍ତା ଲଭି ଲୋମପାଦ ନରପତି ଯେ ।୨।ବରଷା କରିବ ଋଷ୍ୟଶୃଙ୍ଗ ଆଗମନେ…

କାବ୍ୟ – ବୈଦେହୀଶ ବିଳାସ – ପଞ୍ଚମ ଛାନ୍ଦ – କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ

ପଞ୍ଚମ ଛାନ୍ଦ: (ରାଗ-ମଙ୍ଗଳଗୁଜ୍ଜରୀ) ବିଭାକରବଂଶୀ ଶୁଣି ପୁଲକ ବହି।ବିଭା କର ଲଗ୍ନ ବୁଝି ବଶିଷ୍ଠେ କହି।୧।ବିନ୍ୟାସ କଲେ ସେ ବାଣୀ ସନ୍ଧ୍ୟାବସାନେ।ବସାଇବା ମଣ୍ଡପରେ କନ୍ୟା ସୁମନେ।୨।ବିଜନ ସ୍ଥାନରେ ବସି ବେନି ନୃପତି।ବିବିଧ ସମ୍ଭାର କରି ନଗ୍ର…