ରଙ୍ଗ – ବଳବନ୍ତ ସାହୁ

ଥାଇପାରେ ଭାତର ରଂଗ ; ଭୋକର ରଂଗ କଣ ? ଥାଇପାରେ ଧନର ରଂଗ ; ମନର ରଂଗ କଣ ? ଥାଇପାରେ ରକ୍ତର ରଂଗ ; ସଂପର୍କର ରଂଗ କଣ ? ଥାଇପାରେ…

ଗୁଡ଼ାଏ ଅପ୍ରାପ୍ତି – ବଳବନ୍ତ ସାହୁ

ହୃଦୟକୁ ଡ଼ଷ୍ଟବିନ ଭାବିଗୁଡ଼ାଏ ଅପ୍ରାପ୍ତିକୁ ସାଉଁଟି ,ତୁ ଯେଉଁ କ୍ଷୋଭ କରୁଛୁତା’ ପରିଣାମ କଁଣ ଜାଣିନୁ ? ଥରେ ଭାବୁନୁ…ରମାସାହୁ ଅଲିଅଳ ଝିଅ ରୁପା କଥା‘ଆଶିଷକୁ ହିଁ ବାହାହେବ’ ମନ୍ତ୍ର ଘୋଷି ଘୋଷିକେତେ ରାଗରୁଷା…

ବର୍ଷା ମାଟି ଓ ଚାଷୀ – ବଲବନ୍ତ ସାହୁ

ଏସନ ବର୍ଷାରେଆଷାଢ଼ ଆସିଚିଭିଜେଇ ଦେଇଚି ଦେହ ମନ ଆଉ ଆକାଶଫି ‘ବର୍ଷ ଭଳି ଆଁ କରିନି ମାଟିମାଟି-ବାସ୍ନା ପାଇଁ ଘୁମୁରି କାନ୍ଦୁନି ମାଟିଢୋକେ ବିଷ,  ଖଣ୍ଡେ ଦଉଡି ନେଇ ମୁକ୍ତି ଖୋଜୁନି ଚାଷୀ ;ବରଂ,…

ଚାଲ୍ ଜୀବନ ଜିଇଁବା – ବଲବନ୍ତ ସାହୁ

ତାଲା ପକେଇ ଦେ..ପରୀ !ମୋ ଉପର୍ ରେ ଗଜୁରୀ ଉଠୁଥିବାତୋ ଫାଜେଲୀ ଭାବନା ଗୁଡାକୁ….ଯାହାକି ଅହରହ ଦଂଶୁଛି ମୋ ସର୍ବାଙ୍ଗର ମର୍ଦାଙ୍ଗୀକୁଅନ୍ଧାର ଭୋଗଉଛି ଦିନମଣୀ ଉପସ୍ଥିତିରେପୁଣି ଅଳି କରି କହୁଛିନିଶ୍ୱାସ ଟାକୁ ଛଡେଇ ନେବ…

ପ୍ରେମିକପଣ – ବଲବନ୍ତ ସାହୁ

ଖସିପଡ୍ କହିଲେ,କେବେ ଖସିଯାଏନି ଜହ୍ନ । ତଥାପି ତ ମାଆ’ଚିରିଫାଡ଼ି ଫିଙ୍ଗି ଦେଇପାରେପୁଅର ଫର୍ଦ୍ଦ ଫର୍ଦ୍ଦ ଜିଦ୍ ଆଉ ଅଝଟପଣକୁଝାଡ଼ି ଦେଇପାରେମାଳ ମାଳ ରାଗରୁଷା ଆଉ ମାନ ଅଭିମାନକୁ..। ତୁ କାହିଁ ପାରିବୁ ନାହିଁ…

ଚକ୍ରବ୍ୟୁହ – ବଳବନ୍ତ ସାହୁ

ତତଲା କଢ଼େଇରେ ନିଜର ପରିଚୟକୁ ଫ୍ରାଏ କରିନୂଆ ଜନ୍ମିଥିବା ପକୁଡିଯାହାକୁ ଖାଇସାରିଛି ଦାମ ଭୋଇବଳିଛି କେବଳ ତୈଳାକ୍ତ ଖବରକାଗଜଯେଉଁଠି ସ୍ପଷ୍ଟ ପଢିହେଉଛି ‘ନିଜର’ ଶବ୍ଦ ଟା । ସେହି ‘ନିଜର’ ଶବ୍ଦ ଟା ଖୁ’…

ଅନାମିକାର ଆଖି – ବଳବନ୍ତ ସାହୁ

ଆୟୁଷଯାକର ତୃଷ୍ନାକୁଆଞ୍ଜୁଳାଏ ଜୀବନତଥାପି କଣ ? ଜୀବନ ଜୀବନ ହେଇକି ଅଛି !ଯେବେଠୁ ଏଇ ହୃଦୟ ଛନ୍ଦିହୋଇଯାଇଛିଅନାମିକାର ଆଖି ହଳକରେ..। ତା ଆଖିରେ ମୋ ଲଗାମ୍ସେ ଆଖି ନଚେଇଲେ ନାଚୁଛିଇସାରା କଲେ ବୁଝୁଛିଯେବେଠୁ ତା…

କାଲି ରାତିର କବିତା – ବଲବନ୍ତ ସାହୁ

ପଢିବାକୁ ଜିଦ୍ କରନିକାଲି ରାତିର କବିତା !କାହିଁକିନା, ମୁଁ ବି’ତୁମ ପରି ଲେଖିପାରିନଥିଲିଅମାପ ବନ୍ଧୁତ୍ୱର ମହ ମହ ବାସ୍ନାକୁ..ପୃଷ୍ଠାଏ ଡାଏରୀ ମଧ୍ୟରେ..। ତଥାପି ଯଦି ଜିଦ୍ କରୁଛନେହୁରା ହୁଅ ରାତି ପାଖରେସେ ଆସି ଶୁଣେଇ…